ରୋକ୍ଶୋଦ୍
ଦେଖଣା
ରୋକ୍ଶୋଦ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋକ୍ଶୋଦ୍
ବୈଦେଶିକ - ବିଶେଷ୍ୟ - (ଫା, ରୁଖ୍ସତ୍; ତୁଳ. ସଂସ୍କୃତ - ରୋକ=ନଗଦ+ଶୋଧ)
[ସମ୍ପାଦନା]- ୧. କୌଣସି ବିଷୟର ଶେଷ ମୀମାଂସା ୧. Final decision of a matter.
- ୨. ଦେଣାର ବା ଋଣର ବିବାକ ପରିଶୋଧ —୨. Complete discharge or liquidation of a a due or debt.
- ୩. ହିସାବର ଶେଷ ବୁଝାଶୁଝା —୩. Final settlement of account.
- ୪. ନଗଦ ଦେଣନେଣଦ୍ୱାରା ବ୍ୟବସାୟ —୪. Cash transaction.
- ୫. ବିବାଦର ଶେଷ ମୀମାଂସ — ୫. Final settlement of a dispute.
- ୬. ବିବାଦର ବା ମକଦମାର ଆପୋଷିରେ ମୀମାଂସା —୬. A compromise or amicable settlement of a case or dispute,
- ୭. (ଫ. ରୋକ୍. ସଂସ୍କୃତ - ରୋକ୍=ନୌକା)— ନ୍ୟାୟବଳ ବା ସତରଞ୍ଜି ଖେଳରେ 'ନୌକା' ଚିହ୍ନିତ ଗୋଟି —୭. The castle or 'rook' bits in the game at chess.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୁଖ୍ସୂତ୍ ]
[ସମ୍ପାଦନା]- ୧. ଶେଷ ବିଦାୟଗ୍ରହଣ —୧ Final parting between two persons; final taking of leave.
- ୨. କର୍ମଚ୍ୟୁତି; କର୍ମ — ରାହିତ୍ୟ —୨. Discharge from a post; dismissal; dispensing with one's services
- ୩. ଅବସର; ଛୁଟି —୩. Leave from service.
- ୪. ଦାୟିତ୍ୱରୁ ନିଷ୍କୃତି —୪. Exemption or release from a responsibility.
- ୫. ବିଦାୟ ହେବାପାଇଁ ଅନୁମତି —୫. Permission to take leave.