ରୋକ୍ ଶକ୍

ଉଇକିଅଭିଧାନ‌ରୁ

ରୋକ୍ ଶକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା, ରୁଖ୍ସତ୍; ତୁଳ. ସଂସ୍କୃତ - ରୋକ=ନଗଦ+ଶୋଧ)[ସମ୍ପାଦନା]

୧. କୌଣସି ବିଷୟର ଶେଷ ମୀମାଂସା ୧. Final decision of a matter.
୨. ଦେଣାର ବା ଋଣର ବିବାକ ପରିଶୋଧ —୨. Complete discharge or liquidation of a due or debt.
୩. ହିସାବର ଶେଷ ବୁଝାଶୁଝା —୩. Final settlement of account.
୪. ନଗଦ ଦେଣନେଣଦ୍ୱାରା ବ୍ୟବସାୟ —୪. Cash transaction.
୫. ବିବାଦର ଶେଷ ମୀମାଂସ — ୫. Final settlement of a dispute.
୬. ବିବାଦର ବା ମକଦମାର ଆପୋଷିରେ ମୀମାଂସା —୬. A compromise or amicable settlement of a case or dispute,
୭. (ଫ. ରୋକ୍. ସଂସ୍କୃତ - ରୋକ୍=ନୌକା)— ନ୍ୟାୟବଳ ବା ସତରଞ୍ଜି ଖେଳରେ 'ନୌକା' ଚିହ୍ନିତ ଗୋଟି —୭. The castle or 'rook' bits in the game at chess.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୁଖ୍ସୂତ୍ ][ସମ୍ପାଦନା]

୧. ଶେଷ ବିଦାୟଗ୍ରହଣ —୧ Final parting between two persons; final taking of leave.
୨. କର୍ମଚ୍ୟୁତି; କର୍ମ — ରାହିତ୍ୟ —୨. Discharge from a post; dismissal; dispensing with one's services
୩. ଅବସର; ଛୁଟି —୩. Leave from service.
୪. ଦାୟିତ୍ୱରୁ ନିଷ୍କୃତି —୪. Exemption or release from a responsibility.
୫. ବିଦାୟ ହେବାପାଇଁ ଅନୁମତି —୫. Permission to take leave.