Jump to content

ରୋକ୍ ଶୋଦି

ଉଇକିଅଭିଧାନ‌ରୁ

ରୋକ୍ ଶୋଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ରୁଖ୍ସତ୍; ତୁଳ ସଂସ୍କୃତ - ରୋକ)

[ସମ୍ପାଦନା]
୧. ଶେଷ ମୀମାଂସା ବା ନିଷ୍ପତ୍ତି —୧. Final settlement or disposal
୨. ନିଷ୍କୃତି —୨. Exemption.
୩. ବିଦାୟ —୩. Farewell.