Jump to content

ରୋଗାତୁର

ଉଇକିଅଭିଧାନ‌ରୁ

ରୋଗାତୁର

ଉଚ୍ଚାରଣ

[ସମ୍ପାଦନା]
(ରୋଗାତୁରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]

ରୋଗଦ୍ୱାରା ବ୍ୟସ୍ତ ବା ଅଥୟ —Overpowered with sickness sorely afflicted with illness.