ରୋଜା ଖୋଲିବା
ଦେଖଣା
ରୋଜା ଖୋଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋଜା ଖୋଲିବା
|
[ରୋଜାଫିଟ୍ (ଟେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦିନମାନ ରୋଜା ବା ଉପବାସ ବ୍ରତ ପାଳନ କରିସାରି ସନ୍ଧ୍ୟା ପରେ ରୋଜାର ପାରଣା କରିବା —To break the Rojā fast after nightfall.
[ଦ୍ରଷ୍ଟବ୍ୟ — ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ରୋଜା ଖୋଳିବାକୁ ହୁଏ ରୋଜା ଖୋଲିବାବେଳେ ଆଗକରି ସରବତ୍ ପିଇବାକୁ ହୁଏ; ତତ୍ପରେ ଅନ୍ୟ ଖାଦ୍ୟ ଖିଆଯାଏ]