ରୋଟା

ଉଇକିଅଭିଧାନ‌ରୁ

ରୋଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ରୋଟିଆ—ଅନ୍ୟରୂପ)

(ରୋଟୀ, ରୋଟେଈ—ସ୍ତ୍ରୀ) 

(ପତଳାସ ସରୁ—ବିପରୀତ)

(ରୋଟୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ମୋଟ; ମୋଟା —୧. Thick.
୨. ପୃଥୁଳ —୨. Corpulent;stout; fat.

[ଉ— ଖଲ୍ଲିକୋଟ, ଯହିଁ ରୋଟ ମଲ୍ଲମାନେ ନିର୍ମଳା— ନିର୍ଝର ନାରୀମୃତ—ପାନେ ରାଧାନାଥ. ନନ୍ଦକେଶ୍ୱରୀ]

୩. ବଗଡ଼ା; କଠୋର; କର୍କଶ — ୩. Coarse; harsh; grating.

[ଉ— ରୋଟ ଭାତ]

୪. ଉଚ୍ଚସ୍ୱର— ଯୁକ୍ତ —୪. Loud

[ଉ—ରୋଟ ଧ୍ୱନି]

୫. ସ୍ଫୀତ —୬. Puffed up

[ଉ—କେତେ କୁକ୍କୁଟୁ, ଶିର ମୁକୁଟ, କମ୍ପାଇ ଦେଇ ତୁରିତେ କଣ୍ଠ, କରିଣ ରୋଟ,ଧ୍ୱନି ପ୍ରକଟ, କରନ୍ତି ତହିଁ ହେ ଭଞ୍ଜ ସୁଭଦ୍ରା ପରିଣୟ]