ରୋମ

ଉଇକିଅଭିଧାନ‌ରୁ

ରୋମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରୁମ—ଦେଶଜରୂପ]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ ୧ମା. ୧ବ)[ସମ୍ପାଦନା]

୧. ଲୋମ; ଜୀବଦେହରେ କ୍ଷୁଦ୍ର କେଶ — ୧. Fur.
୨. ପଶମ; ପଶୁ ଲୋମ — ୨. Wool.
୩. ଜଳ —୩. Water.
୪. (ବ୍ୟୁତ୍ପତ୍ତି ଅନିଶ୍ଚିତ)—ଗର୍ତ୍ତ. —୪. Hole; cavity. (M.W.)
୫. ଜଳ —୫. Water (M.W.)
୬. (ନାମ) ରୋମ ନଗର — ୬. The city of Rome.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ରୋମ ପରିମିତ ଓସାର — Hair breadth