ରୋଷନାଇ

ଉଇକିଅଭିଧାନ‌ରୁ

ରୋଷନାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରୋଷନି—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୋଷନାଇ)[ସମ୍ପାଦନା]

୧. ପ୍ରଦୀପ; ଆଲୋକ —୧. Light; lamp
୨. ଆଲୋକ ଉତ୍ସବ; ଉତ୍ସବାର୍ଥ ସଜ୍ଜିତ ଆଲୋକମାଳା — ୨. Rows of light arranged on testive occasions.
୩. ରୋଷଣି; ଆଲୋକମାଳା— ସମନ୍ୱିତ ଶୋଭାଯାତ୍ରା —୩. A ceremonial proce ssion accompained with rows of light;a display of lights in a procession; a brilliantly lit pageant.

[ଉ—ନାଟ ତାମସ ଓ ରୋଷନାଇ ଆଦି ଯାହା କିଛି କରିବାକୁ ହେବ, ସେଟା ଆପଣ ସଜିଲ କରି ନେବେ ଭିକାରୀଚରଣ ରତ୍ନମାଳୀ]