ରୋଷାଇବା
ଦେଖଣା
ରୋଷାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ରୋଷି ଧାତୁ)
[ସମ୍ପାଦନା]- ୧. ରଗାଇବା; କୌଣସି ବ୍ୟକ୍ତିକୁ ରାଗାନ୍ୱିତ କରାଇବା — ୧. To enrage a person.
- ୨. (ସଂସ୍କୃତ - ରୁଷ୍ ଧାତୁ) ରାଣ କରିବା; କ୍ରୋଧ କରିବା; ରାଗାନ୍ୱିତ ହେବା; ରାଗିବା —୨. To be angry; to be enraged
(ଉ— ଉତ୍ତରରେ ଦୁଇଟି କରକୁ ରୋଷାଇଁ , ବିନ୍ଧିଲେ ପୁଣି ଶର ଶରାସନେ ଥୋଇ କୃଷ୍ଣସିଂହ ମହାଭାରତ ବିରାଟ)
ରୋଷାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ସଂସ୍କୃତ - ରୋଷି ଧାତୁ)—୧ ରଗାଇବା; କୌଣସି ବ୍ୟକ୍ତିକୁ ରାଗାନ୍ୱିତ କରାଇବା — ୧. To enrage a person.
- ୨. (ସଂସ୍କୃତ - ରୁଷ୍ ଧାତୁ) ରାଗ କରିବା; କ୍ରୋଧ କରିବା; ରାଗାନ୍ୱିତ ହେବା; ରାଗିବା —୨. To be angry; to be enraged
(ଉ— ଉତ୍ତରରେ ଦୁଇଟି କରକୁ ରୋଷାଇଁ , ବିନ୍ଧିଲେ ପୁଣି ଶର ଶରାସନେ ଥୋଇ କୃଷ୍ଣସିଂହ ମହାଭାରତ ବିରାଟ)