ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରଥ—ଅନ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

'ଳ' ଅକ୍ଷରର ଉଚ୍ଚାରଣ ଭେଦ ; ଏହାର ଉଚ୍ଚାରଣ ସ୍ଥାନ ଦନ୍ତ — A varied sound of la corresponding to the ୧ in toil.

ସଂସ୍କୃତ - ବି— (ଲା ଧାତୁ=ଦାନ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଇନ୍ଦ୍ର; ଦେବରାଜ —୧. Indra.
୨. ଶତ୍ରୁ — ୨. Enemy.
୩. ଗ୍ରହଣ —୩. Acceptence; receiving.
୪. ଦାନ — ୪. Gift.
୫. (ତନ୍ତ୍ର) ପୃଥିବୀର ବୀଜ ମନ୍ତ୍ର —୫. (Tantra) The root letter for worshipping of the Earth goddess.

ଦେଶଜ -[ସମ୍ପାଦନା]

କ୍ରିୟାର ଅତୀତକାଳ ମଧ୍ୟମପୁରୁଷ ଏକବଚନ ଓ ବହୁବଚନ (ତୁମ୍ଭେ , ତୁମ୍ଭେମାନେ) ସଙ୍ଗେ ଯୁକ୍ତ ହେବା ଅକ୍ଷର — The letter added to the verbs in ୨nd person singular and plural.

[ଦ୍ରଷ୍ଟବ୍ୟ — ମଧ୍ୟମ ପୁରୁଷ ପର୍ତ୍ତମାନସାମୀପ୍ୟଭୁତ କାଳବଚକ କ୍ରିୟାରେ ବ୍ୟବହୃତ —ଯଥା— ତୁମ୍ଭେ , ତୁମ୍ଭେମାନେ—ଗଲ,.ଥିଲ ଖାଇଲ, ତୁ—ଗଲୁ, ଥିଲୁ, ଖାଇଲୁ ସେ—ଗଲା, ଥିଲା, ଖାଇଲା; ସ୍ୱମ୍ମାନାର୍ଥକ ସେ, ସେମାନେ— ଗଲେ, ଥିଲେ, ଖାଇଲେ ମୁଁ—ଗଲି, ଥିଲି, ଖାଇଲି ଆମ୍ଭେ; ଆମ୍ଭେମାନେ —ଗଲୁଁ, ଥିଲୁଁ, ଖାଇଲୁ ଆପଣ; ଆପଣମାନେ— ଗଲେ; ଖାଇଲେ]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲ)[ସମ୍ପାଦନା]

ଆଇନ୍; ରାଜବିଧି —Law.

୧. (ସଂସ୍କୃତ - ଲତା) (ପାନବରଜୀ ଭାଷା) ପାନର ପ୍ରତ୍ୟେକ ଲତା —୧. Each betal creeper.
୨. (ସଂସ୍କୃତ - ଲତା; ଏହା ଲତା ଆକୃତିବିଶିଷ୍ଟ ଥିବାରୁ. ଶୁଭକାମନା) ସାପ; ସର୍ପ — ୨. (euphemism) Serpent.

[ଦ୍ରଷ୍ଟବ୍ୟ — 'ସାପ' ଶବ୍ଦ ଅମଙ୍ଗଳବାଚକ ଥିବାରୁ ଲୋକେ ମୁହଁରେ 'ସାପ' ନ କହି 'ଲଅଁ', 'କାଠି' 'ଲମ୍ୱ ଜନ୍ତୁ' ଆଦି ଶବ୍ଦ ବ୍ୟବହାର କରନ୍ତି ବଙ୍ଗଳାରେ ମଧ୍ୟ ରାତ୍ରିକାଳରେ 'ସାପ' ଶବ୍ଦ ନ କହି କେହି କେହି 'ଲତା' ଶବ୍ଦ ବ୍ୟବହାର କରନ୍ତି ଓ ହିନ୍ଦିରେ ଲାଠା ଶବ୍ଦ ବ୍ୟବହୃତ ହୁଏ]

ପ୍ରାଦେଶିକ - (ପୁରୀ) ଅ[ସମ୍ପାଦନା]

'ଲୋ'ର ଆକାରାନ୍ତର —Interjection a variation of 'ଲୋ'

ପ୍ରାଦେଶିକ - (କଟକ ସହର) ବିଶେଷ୍ୟ - (ସଂ ନବ)[ସମ୍ପାଦନା]

ନଅ; ନବ ସଂଖ୍ୟା —Nine

[ଦ୍ରଷ୍ଟବ୍ୟ — କଟକ ସହରିଆ ଇତର ଲୋକେ 'ନ' ସ୍ଥାନରେ 'ଲ' ଉଚ୍ଚାରଣ କରନ୍ତି ଯଥା— ନଇ ସ୍ଥାନରେ ଲଇ, ନାଆ ସ୍ଥାନରେ ଲାହା, ନଡ଼ିଆ ସ୍ଥାନରେ ଲଡ଼ିଆ ଇତ୍ୟାଦି କଟକିଆ ବ୍ୟବହାରରେ ଅନୁକରଣ କରି ଗୋଟିଏ ବାକ୍ୟ ପ୍ରଚଳିତ ଅଛି— 'ଆରେ ଲବିନା!' ମହାଲଦା କୂଳେ ଲାହା ଲାଗିଛି, ଲ ପଇସାକୁ ଲଅଟା ଲଡ଼ିଆ, ଲବୁ ଯେବେ ଲେ]

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଲଇ —Creeper used for binding.

ଦେଶଜ - ବିଶେଷଣ -[ସମ୍ପାଦନା]

ଲତାଯୁକ୍ତ; ଲତା ଶ୍ରେଣୀୟ; ଲତା ପରି —Having creepers; belonging to the class of creepers; creeper-like.

(ଯଥା—ଳହ ବିରି)