ଲଇ ଗଣ୍ଠି

ଉଇକିଅଭିଧାନ‌ରୁ

ଲଇ ଗଣ୍ଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଲତା ଗ୍ରନ୍ଥି)[ସମ୍ପାଦନା]

୧. ଲଇଦ୍ୱାରା ବତା ତା ଛଣ ଆଦିକୁ ଭିଡ଼ ପକାଯାଇ ଥିବା ଗଣ୍ଠି —୧. The knot tying the straw and split bamboo in with strings got from plants.
୨. ଚାଳରେ ଛୁଆଣି କରାଯାଇ ଥିବା ଛଣକୁ ଯେଉଁ ବତା ଟାଣି ଧରିଥାଏ ତାକୁ ଘରର ଚାଳ ସଙ୍ଗେ ଦୃଢ଼ କରି ବାନ୍ଧୁଥିବା ଗଣ୍ଠି —୨. The knot with whick the split bamoo put over the straw of the thatcha is fastened to the bamboo farmework below it.