Jump to content

ଲଇ ପଲାଶ

ଉଇକିଅଭିଧାନ‌ରୁ

ଲଇ ପଲାଶ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ - (ସଂସ୍କୃତ - ଲତା ପଳାଶ)

[ସମ୍ପାଦନା]

ଖୁବ୍ ସାନ ପତ୍ର ଓ ସାନ ସାନ ଫୁଲ ବିଶିଷ୍ଟ ଏକ ପ୍ରକାର ଲଟାଳିଆର ପଳାଶ ଗଛ —A species of Palāṡa tree having smaller leaves and smaller flowers.