ଲଇ ବାହାଡ଼ା

ଉଇକିଅଭିଧାନ‌ରୁ

ଲଇ ବାହାଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂ ଲତାବିଭୀତକ)[ସମ୍ପାଦନା]

ଲତା ବିଶେଷ —A kind of creeper

[ଦ୍ରଷ୍ଟବ୍ୟ — ଏହାର ଚେର ମାଟି ଭିତରେ ବହୁଦୂର ଶାଖା ମେଲାଇ ମାଡ଼େ ଏ ଲତା ପଡ଼ିଆ ଭୁମିରେ ହୁଏ ଏହି ଲତାକୁ ହାଣିଦେଲେ ଚେରରୁ (ଭୁଇଁଭିତରୁ) କୁଆଁ ଦିଏ]