ଲଉଲୀ
ଦେଖଣା
ଲଉଲୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ନବ ବା ଲୌଲ୍ୟ)
[ସମ୍ପାଦନା]- ୧. ନବୀନା (ସ୍ତ୍ରୀ) ୧. New.
- ୨. କୋମଳା (ସ୍ତ୍ରୀ) —୨. Soft; tender.
- ୩. ପତଳା (ସ୍ତ୍ରୀ) — ୩. Thin.
- ୪. ଯୁବତୀ —୪. Youthful; young (woman)
- ୫. ପତଳାଶରୀରବିଶିଷ୍ଟ —୫. Slender-bodied.
- ୬. କୋମଳଶରୀରବିଶିଷ୍ଟ; ସୁକୁମାରୀ — ୬. Soft-bodied.