ଲକସ୍ତକ
ଦେଖଣା
ଲକସ୍ତକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଦୀନଭାବପନ୍ନ; ବିନୟଯୁକ୍ତ; ବିନୀତ — ୧. Humble; submissive.
[ଉ— ଏହିସକାଶରୁଟି ଅପକାରୀ ଲୋକମାନଙ୍କୁ ଅନୁସରି ହୁଏଁ ଲକସ୍ତକ—କୃଷ୍ଣସିଂହ ମହାଭାରତ ବନ]
- ୨. ଲାଳାୟିତ —୨, Hankering .
- ୩. ବିନୀତରୂପେ ପ୍ରାର୍ଥନାକାରୀ —୩. Praying most humbly
(ଉ— ରଜା ଝିଅ ତା ଗୋଡ଼ହାତ ଧରି କେତେ ଲକସ୍ତକ ହେଲା—ଅପର୍ଣ୍ଣା ଦଶକୁମାର ଚରିତା)
- ୪. ନିଜକୁ ଅପମାନିତ ମନେ କରୁଥିବା —୪. Deeming one's self humiliated.
ଅନୁବାଦ
[ସମ୍ପାଦନା]ଲକସ୍ତକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୀନଭାବପନ୍ନ ପ୍ରାର୍ଥନା; ନେହୁରା —Humble sub mission or prayer.