ଲକ୍ଠକ ବାହାପିଆ

ଉଇକିଅଭିଧାନ‌ରୁ

ଲକ୍ଠକ ବାହାପିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଲକ୍ଠକ୍ ବାହାପେଈ—ସ୍ତ୍ରୀ] 

ଦେଶଜ - ବିବିଶେଷଣ - ଓ ବିଣପୁଲିଙ୍ଗ -[ସମ୍ପାଦନା]

ଅତ୍ୟନ୍ତ ଭୁରୁଡ଼ା ବା ମିଛୁଆ —Downright liar.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ମିଛ କଥାକୁ ଏପରି ବନେଇ ଚୀନେଇ କହେ ଯେ, ଶ୍ରୋତାମାନେ ତାକୁ ସତ ବୋଲି ବିଶ୍ୱାସ କରନ୍ତି, ତାକୁ ଲକ୍ଠକ୍ ବାହାପିଆ କବନ୍ତି]