ଲକ୍ତକ

ଉଇକିଅଭିଧାନ‌ରୁ

ଲକ୍ତକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲକ୍ ଧାତୁ= ଆଚ୍ଛାଦନ କରିବା+କର୍ମ, ତ= ଲକ୍ତ +ସ୍ୱାର୍ଥେ, କ[ସମ୍ପାଦନା]

୧. ଛିଣ୍ଡା; କନା; ଜୀର୍ଣ୍ଣବସ୍ତ୍ର; ନେଙ୍କେଡ଼ା; ଲତାକନା —୧. Rags.
୨. (+କରଣ ତ+କ)ଅଳକ୍ତକ; ଅଳତା —୨. Lac dye