ଲକ୍ଲକାଇବା
ଦେଖଣା
ଲକ୍ଲକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଜଳ ମରିଯିବାରୁ ନିଆଁ ଉପରେ ଭାତ ତିଅଣ, ଲହୁଣୀ, ବା ନଡ଼ିଆ ରସ ଲକ୍ ଲକ୍ ଶବ୍ଦ କରିବା —To make a sound of being overboiled (When water evaporates through heat; said of rice of curry or ghee.)
[ଉ— ଗଉଡ଼ୁଣୀ ଘର ଘି ପଲମ ଲକ୍ଲକେଇଲା ପନ୍ଦର ହାତି ତଉଁରୀ ଶାଢ଼ୀ ମୋ କାନିକି ନ ପାଇଲା ଢ଼ଗ]