ଲକ୍ଲକେଇବା

ଉଇକିଅଭିଧାନ‌ରୁ

ଲକ୍ଲକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଜଳ ମରିଯିବାରୁ ନିଆଁ ଉପରେ ଭାତ ତିଅଣ, ଲହୁଣୀ, ବା ନଡ଼ିଆ ରସ ଲକ୍ ଲକ୍ ଶବ୍ଦ କରିବା —To make a sound of being overboiled (When water evaporates through heat; said of rice of curry or ghee.)

[ଉ— ଗଉଡ଼ୁଣୀ ଘର ଘି ପଲମ ଲକ୍ଲକେଇଲା ପନ୍ଦର ହାତି ତଉଁରୀ ଶାଢ଼ୀ ମୋ କାନିକି ନ ପାଇଲା ଢ଼ଗ]