ଲକ୍ଷଣା ତର୍କ
କାବ୍ୟାଳଙ୍କାର ବିଶେଷ — A figure of speech.
(ଉଦାହରଣ—ସମୀର ମଧ୍ୟ ଈକାର ହରି ଇଚ୍ଛା କରି, ଅନଳ ମଧ୍ୟରେ ଦେଇ ପେଷିଛିକି ଗୋରୀ, ଅବଧିତ କଲୁ କାହିଁ ପାଇଁ, ଅମୃତ ଆଦ୍ୟରେ ପରା ବନ୍ଧୁ ଅଛୁ ଦେଇ ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି)