ଲକ୍ଷିତ

ଉଇକିଅଭିଧାନ‌ରୁ

ଲକ୍ଷିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲକ୍ଷିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି +କର୍ମ ତ)[ସମ୍ପାଦନା]

୧. କୃତଲକ୍ଷ୍ୟ; ଉଦ୍ଦିଷ୍ଟ —୧. Aimed ate
୨. ଦୃଷ୍ଟ —୨. Seen; doserved.
୩. ଅନୁମିତ —୩. Conjectured.
୪. ଅନୁଭୁତ — ୪. Experienced.
୫. ଲକ୍ଷଣାବୃତ୍ତଦ୍ୱାରା ବିଶେଷିତ — ୫. Differentiated by a metephorica meaning
୬. ସୁଚିତ —୬. Indicated (Apte). indirectly expressed.
୭. ଚିହ୍ନିତ; ବିଶିଷ୍ଟ ଲକ୍ଷଣଦ୍ୱାରା ବାରି ହେଉଥିବା —୭. Characterised; distinguished (Apte).
୮. ପରୀକ୍ଷିତ — ୮. Examined (Apte).
୯. ବିବେଚିତ — ୯. Considered; regarded (Apte).