ଲକ୍ଷିତ ଲକ୍ଷଣା

ଉଇକିଅଭିଧାନ‌ରୁ

ଲକ୍ଷିତ ଲକ୍ଷଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଶବ୍ଦର ଲକ୍ଷଣାଶକ୍ତିବିଶେଷ, ଯେଉ ଶକ୍ତିଦ୍ୱାରା ବ୍ୟୁତ୍ପତ୍ତିଗତ ଅର୍ଥରୁ ଲକ୍ଷଣାର୍ଥଦ୍ୱାରା ଗୋଟିଏ ବିଶେଷ ପଦାର୍ଥର ଜ୍ଞାନ ହୁଏ (ଯଥା ଦ୍ୱିରେଫ=ଭ୍ରମର) —୧. The power of a word to convey one of the derivative meanings

[ଉ—ବାଞ୍ଚା ନତାନତ ସରଣୀ ଧୀବର, ବେଗେ ହେବାକୁ ଦୀପ୍ତି କରି ମୟୁର ଯେ, ବସି ମଧ୍ୟ ଗ୍ରୀଷମ ରଚନା ବଳେ, ବରଦ ଗାତ୍ରପାତ ସୁନାମେ କଲେ ଯେ ଭଞ୍ଜ., ବୈଦ୍ୟହୀଶବିଳାସ]

୨. ଛନ୍ଦୋ ବିଶେଷ —୨. A kind of metre.