ଲକ୍ଷି ପାରିବା

ଉଇକିଅଭିଧାନ‌ରୁ

ଲକ୍ଷି ପାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲକ୍ଷଧାତୁ)[ସମ୍ପାଦନା]

ଠଉରାଇବା; ଲକ୍ଷ କରିବାକୁ ସମର୍ଥ ହେବା —To ascertain; to recognise; to be able to observe; to mark

[ଉ— ବ୍ରାହ୍ମଣଙ୍କୁ ଘେନି ବହୁତ ଯତ୍ନ କଲେ, ରାଜ୍ୟରୁ କ୍ଷୟ କଥା ଲକ୍ଷି ନ ପାରିଲେ କୃଷ୍ଣସିଂହ ମହାଭାରତ ଶଲ୍ୟ]