ଲକ୍ଷ୍ମଣା

ଉଇକିଅଭିଧାନ‌ରୁ

ଲକ୍ଷ୍ମଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ)[ସମ୍ପାଦନା]

୧. ସାରସୀ; ହଂସୀ — ୧. A duck.
୨. ଦୁର୍ଯ୍ୟୋଧନଙ୍କ ଏକ କନ୍ୟା —୨. Name of a daughter of Durjyodhana.

[ଦ୍ରଷ୍ଟବ୍ୟ — ଏହାଙ୍କ ସ୍ୱୟମ୍ୱର କାଳରେ କୃଷ୍ଣ— ତନୟ ଶାମ୍ୱ ଏହାଙ୍କୁ ହରଣ କରିଥିଲେ କିନ୍ତୁ କୌରବ ମାନଙ୍କଦ୍ୱାରା ଶାମ୍ୱ ପରାଜିତ ଓ ବନ୍ଦୀ ହେଲେ ପରେ ବଳରାମ ତାଙ୍କୁ ମୁକ୍ତ କରାଇ ଲକ୍ଷ୍ମଣଙ୍କ ସହିତ ଶାମ୍ୱଙ୍କର ବିବାହ କରାଇଲେ]

୩. ମଦ୍ର ରାଜାଙ୍କ କନ୍ୟା ଓ ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟୁମୀହିଷୀଙ୍କ ମଧ୍ୟରୁ ଏକତମା —୩. One of the queens of Sṛīkrushṇa.
୪. (ବୈଦ୍ୟକ) ଲକ୍ଷଣାମୂଳ (ଦେଖ) - — ୪. Lakshmaṇāmūḻa (See).
୫. ଶ୍ୱେତ କଣ୍ଟକାରୀ; ଅଙ୍କରାନ୍ତି — ୫. Solanum Xanthocarpum (plant).

ସଂସ୍କୃତ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ସୁଲକ୍ଷଣଯୁକ୍ତା —(a female) Possessed of auspicious marks