ଲକ୍ଷ୍ମୀଛଡ଼ା
ଦେଖଣା
ଲକ୍ଷ୍ମୀଛଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୀଛଡ଼ା
|
(ଲକ୍ଷ୍ମୀ ଛାଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା](ସଂ,ଲକ୍ଷ୍ମୀ+ଭ୍ରଷ୍ଟ ବା ଚ୍ୟୁତ) ===
- ୧. ଦୁର୍ଭାଗ୍ୟ; ହତଭାଗ୍ୟ —୧. Unfortunate.
- ୨. ହତଶ୍ରୀ; ଶ୍ରୀଚ୍ୟୁତ —୨. Shorn of prosperity
୩: ଅତି ଦରିଦ୍ର —୩. Very poor or destitute.
- ୪. ଯେଉଁ ବ୍ୟକ୍ତିକୁ ସୌଭାଗ୍ୟ ତ୍ୟାଗ କରିଅଛି — ୪. A person abandoned by good fortune.