Jump to content

ଲକ୍ଷ୍ମୀପାଦ ଦେବା

ଉଇକିଅଭିଧାନ‌ରୁ

ଲକ୍ଷ୍ମୀପାଦ ଦେବା

ଉଚ୍ଚାରଣ

[ସମ୍ପାଦନା]

ଲକ୍ଷ୍ମୀ ପାଦ ପକା (କେ) ଇତା ଲକ୍ଷ୍ମୀଙ୍କ ପାଦ ପଡ଼ିବା—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟକ୍ତିର ଆଗମନ ସଙ୍ଗେ ସଙ୍ଗେ କୌଣସି ସ୍ଥାନର ସୌଭାଗ୍ୟ ଉଦୟ ହେବା —The drawing of prosperity at a place on the advent of a particular person.