ଲକ୍ଷ୍ମୀଶ
ଦେଖଣା
ଲକ୍ଷ୍ମୀଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି( ୬: ଷ୍ଠୀ ତତ୍; ଲକ୍ଷ୍ମୀ +ଈଶ=ପତି, ସ୍ୱାମୀ)
[ସମ୍ପାଦନା]- ୧. ବିଷ୍ଣୁ; ଲକ୍ଷ୍ମୀକାନ୍ତ — ୧. Bishṇu.
- ୨. (ବହୁବ୍ରୀହି) ଆମ୍ର ବୃକ୍ଷ —୨. Mango tree.
- ୩. ସୌଭାଗ୍ୟଶାଳୀ ବ୍ୟକ୍ତି —୩. Prosperous or lucky person
- ୪. ଧନପତି; ଧନୀ ବ୍ୟକ୍ତି —୪. A rich man.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଧନବାନ୍ —Rich.