ଲକ୍ଷ୍ମୀଶ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି( ୬: ଷ୍ଠୀ ତତ୍; ଲକ୍ଷ୍ମୀ +ଈଶ=ପତି, ସ୍ୱାମୀ)[ସମ୍ପାଦନା]

୧. ବିଷ୍ଣୁ; ଲକ୍ଷ୍ମୀକାନ୍ତ — ୧. Bishṇu.
୨. (ବହୁବ୍ରୀହି) ଆମ୍ର ବୃକ୍ଷ —୨. Mango tree.
୩. ସୌଭାଗ୍ୟଶାଳୀ ବ୍ୟକ୍ତି —୩. Prosperous or lucky person
୪. ଧନପତି; ଧନୀ ବ୍ୟକ୍ତି —୪. A rich man.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଧନବାନ୍ —Rich.