ଲକ୍ଷ୍ମୀ ଅଂଶ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ଅଂଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲକ୍ଷ୍ମୀକଳା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ମୀ+ଅଂଶ; ସଂସ୍କୃତ - ଲକ୍ଷ୍ମଂଶ)[ସମ୍ପାଦନା]

ଲକ୍ଷ୍ମୀଙ୍କର ଗୁଣ ବା ଚିହ୍ନ; ଲକ୍ଷ୍ମୀଙ୍କ ଦେବତ୍ୱ —The marks of divivity of the Goddesss Lakshmī

(ଯଥା— ରୁକ୍ମଣୀ ଓ ସୀତା ଲକ୍ଷ୍ମୀ ଅଂଶରେ ଜନ୍ମିଥିଲେ)