ଲକ୍ଷ୍ମୀ ଅଂଶୀ
ଲକ୍ଷ୍ମୀ ଅଂଶୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଲକ୍ଷ୍ମୀ ଅଂଶୀ
|
ଦେଶଜ - ବିଶେଷଣ - ସ୍ତ୍ରୀ ଓପୁଲିଙ୍ଗ -[ସମ୍ପାଦନା]
- ୧. ଲକ୍ଷ୍ମୀଙ୍କ ଅଂଶ ବା କଳା ଧାରଣ କରି ଜନ୍ମ ଗ୍ରହଣ କରିଥିବା (ସ୍ତ୍ରୀ— ପୁରୁଷ); ଲକ୍ଷ୍ମୀଙ୍କ ଅସାଧାରଣ ଦେବତ୍ୱ ବିଶିଷ୍ଟା (ସ୍ତ୍ରୀ) ===
- ୧. (a person) Born under the auspices of Goddess Lashmī or having the uncommon qualities of Lakshmī
- ୨. ସୌଭାଗ୍ୟବାନ୍ —୨. Fortunate; lucky. (person).