ଲକ୍ଷ୍ମୀ ତନୟ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ତନୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଲକ୍ଷ୍ମୀପୁତ୍ର; ଲକ୍ଷ୍ମୀତନୁଜ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ମୀ +ତନୟ)[ସମ୍ପାଦନା]

୧. କାମଦେବ; ମଦନ — ୧. The God Cupid.
୨. ଅଶ୍ୱ —୨. Horse.
୩. ରାମ— ଚନ୍ଦ୍ରଙ୍କର ଯମଜ ପୁତ୍ର ଦ୍ୱୟ ଲବ କୁଶ —୩. Laba and Kuṡa; the twin sons. of Rāmachandra
୪. ଧନୀ ବ୍ୟକ୍ତି —୪. A rich man.
୫. ଗନ୍ଧର୍ବ ବିଶେଷ —୫. Name of a Gandharba,