ଲକ୍ଷ୍ମୀ ଦାସ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ଦାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

ସୂର୍ଯ୍ୟସିଦ୍ଧାନ୍ତର ଟୀକା ଓ ଚାନ୍ଦ୍ରମାନ ନାମକ ଜ୍ୟୋତିଷ ଗ୍ରନ୍ଥର ପ୍ରଣେତା (ଶକାବ୍ଦ ୧୫ଶ ଶତାବ୍ଦୀ) —Name of the author of a commentary on Sūrjyasiddhānta and of an astronomical treatise, Chāndramāna.