ଲକ୍ଷ୍ମୀ ନରସିଂହ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ନରସିଂହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲକ୍ଷ୍ମୀନୃସିଂହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱହ୍ୱ) (ଲକ୍ଷ୍ମୀ+ନରସିଂହ)[ସମ୍ପାଦନା]

୧. ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଯୁଗଳ ସମାବେଶ —୧. The twin form of Lakshmī and Bishṇu.
୩. ବିଶେଷ ଲକ୍ଷଣଯୁକ୍ତ ଶାଳଗ୍ରାମ ଶିଳା —୨. Name of a sort of ṡāḻagrāma.

[ଦ୍ରଷ୍ଟବ୍ୟ — ଏଥିରେ ଦୁଇଟି ଚକ୍ର ଓ ଏକ ବନମାଳା ଚିହ୍ନ ଥାଏ; ଆକୃତି ବିକୃତ; ଏ ଶାଳଗ୍ରାମ 'ଗୃହସ୍ଥଙ୍କ ପକ୍ଷରେ ଅତ୍ୟନ୍ତ ଶୁଭକର ]