ଲକ୍ଷ୍ମୀ ନାରାୟଣ
ଦେଖଣା
ଲକ୍ଷ୍ମୀ ନାରାୟଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ) (ଲକ୍ଷ୍ମୀ +ନାରାୟଣ)
[ସମ୍ପାଦନା]- ୧. ଲକ୍ଷ୍ମୀ ଓ ନାରାୟଣଙ୍କ ଯୁଗଳମୂର୍ତ୍ତି —୧. The twin form of Lakshmī and Nārāyaṇa
- ୨. ଶାଳଗ୍ରାମ ବିଶେଷ —୨. A species of Sāḻagrāma.
[ଦ୍ରଷ୍ଟବ୍ୟ —ଏହାର ବର୍ଣ୍ଣ ମେଘର ବର୍ଣ୍ଣପରି; ଗୋଟିଏ ଦ୍ୱାର ବା ଛିଦ୍ର; ଏକ ପାଖରେ ଚାରୋଟି ଚକ୍ର, ବନମାଳା ଓ ଗୋଶ୍ଚଦ ଚିହ୍ନ ଥାଏ ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରୁଷଙ୍କ ନାମ — A name given to males.