ଲକ୍ଷ୍ମୀ ନାରାୟଣ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ନାରାୟଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ) (ଲକ୍ଷ୍ମୀ +ନାରାୟଣ)[ସମ୍ପାଦନା]

୧. ଲକ୍ଷ୍ମୀ ଓ ନାରାୟଣଙ୍କ ଯୁଗଳମୂର୍ତ୍ତି —୧. The twin form of Lakshmī and Nārāyaṇa
୨. ଶାଳଗ୍ରାମ ବିଶେଷ —୨. A species of Sāḻagrāma.

[ଦ୍ରଷ୍ଟବ୍ୟ —ଏହାର ବର୍ଣ୍ଣ ମେଘର ବର୍ଣ୍ଣପରି; ଗୋଟିଏ ଦ୍ୱାର ବା ଛିଦ୍ର; ଏକ ପାଖରେ ଚାରୋଟି ଚକ୍ର, ବନମାଳା ଓ ଗୋଶ୍ଚଦ ଚିହ୍ନ ଥାଏ ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ପୁରୁଷଙ୍କ ନାମ — A name given to males.