ଲକ୍ଷ୍ମୀ ପାକ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ପାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ଲକ୍ଷ୍ମୀ+ପାକ)[ସମ୍ପାଦନା]

ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କୁ ପାଇଁ ରାନ୍ଧିଥିବା ପାକ ସାମଗ୍ରୀ ପରି ବହୁ ଉପାଦେୟ ସୁଖାଦ୍ୟମାନ —Very excellent cooking or delicious food, as if it were cooked by Lakshmī)

[ଦ୍ରଷ୍ଟବ୍ୟ — ପ୍ରବାଦ ଅଛି ଯେ— ଲକ୍ଷ୍ମୀଙ୍କ ପାକରେ ଷଡ଼ରସଯୁକ୍ତ ସମସ୍ତ ଖାଦ୍ୟ ପ୍ରସ୍ତୁତ ହୁଏ ଓ ତାହା ଅତି ଉପାଦେୟ ପୁରାଣରେ ଅଛି ଯେ— ଲକ୍ଷ୍ମୀ ପାକ କରିଥିବା ହାଣ୍ଡିରୁ ଅନ୍ନବ୍ୟଞ୍ଜନାଦି ଲକ୍ଷ ଲକ୍ଷ ଲୋକଙ୍କୁ ବିତରଣ କରାଗଲେ ମଧ୍ୟ, ସେ ହାଣ୍ଡି ଅସରନ୍ତି ହୋଇ ରହିଥାଏ ଏଥିପାଇଁ ଷଡ଼ରସ ଯୁକ୍ତ ଉପାଦେୟ ବହୁ ପରିମିତ ପକ୍ୱାନ୍ନକୁ ଲୋକେ ଲକ୍ଷ୍ମୀପାକ କହନ୍ତି]

ଦେଶଜ - ବିଶେଷଣ - (ସଂସ୍କୃତ - ଲକ୍ଷ୍ମୀପକ୍ୱ)[ସମ୍ପାଦନା]

୧. ଲକ୍ଷ୍ମୀଙ୍କଦ୍ୱାରା ରନ୍ଧା ହୋଇଥିବା —୧. Cooked by Goddess Lakshmī
୨. ଖୁବ୍ ସରସ ଓ ସୁଖାଦ୍ୟ (ଅନ୍ନାଦି) — ୨. very delicious and juicy (cooked food)