ଲକ୍ଷ୍ମୀ ବସାଇବା
ଲକ୍ଷ୍ମୀ ବସାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଲକ୍ଷ୍ମୀ ବସାଇବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
ଲକ୍ଷ୍ମୀ ପୂଜା, ନିମନ୍ତେ ଲକ୍ଷ୍ମୀଦେବୀଙ୍କ ପ୍ରତିମା ବା ଶୁକ୍ଲଧାନ୍ୟପୂର୍ଣ୍ଣ ମାଣକୁ ବସ୍ତ୍ରାଳକୃତ କରି ପୀଠ ଉପରେ ସ୍ଥାପନ କରିବା —To set up the image of Lakshmī on a plant-form or wooden seat for worship.