ଲକ୍ଷ୍ମୀ ବସେଇବା
ଦେଖଣା
ଲକ୍ଷ୍ମୀ ବସେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୀ ବସେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଲକ୍ଷ୍ମୀ ପୂଜା, ନିମନ୍ତେ ଲକ୍ଷ୍ମୀଦେବୀଙ୍କ ପ୍ରତିମା ବା ଶୁକ୍ଲଧାନ୍ୟପୂର୍ଣ୍ଣ ମାଣକୁ ବସ୍ତ୍ରାଳକୃତ କରି ପୀଠ ଉପରେ ସ୍ଥାପନ କରିବା —To set up the image of Lakshmī on a plant-form or wooden seat for worship.