ଲକ୍ଷ୍ମୀ ବିହୀନ
(ଲକ୍ଷ୍ମୀହୀନ—ଅନ୍ୟରୂପ)
(ଲକ୍ଷ୍ମୀବିହୀନା, ଲକ୍ଷ୍ମୀହୀନା—ସ୍ତ୍ରୀ)
(ଲକ୍ଷ୍ମୀବିହୀନତା, ଲକ୍ଷ୍ମୀହୀନତା—ବି)
ସଂସ୍କୃତ - ବିଶେଷଣ - (୩ୟା ତତ୍; ଲକ୍ଷ୍ମୀ+ବିହୀନ)
[ସମ୍ପାଦନା]
- ୧. ଶ୍ରୀହୀନ; ଶୋଭାହୀନ —୧. Shorn of grace or beauty.
- ୨. ହତଭାଗ୍ୟ —୨. Unfortunate .
- ୩. ନିର୍ଧନ — ୩. Poor.