ଲକ୍ଷ୍ମୀ ବିହୀନ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ବିହୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲକ୍ଷ୍ମୀହୀନ—ଅନ୍ୟରୂପ)

(ଲକ୍ଷ୍ମୀବିହୀନା, ଲକ୍ଷ୍ମୀହୀନା—ସ୍ତ୍ରୀ) 

(ଲକ୍ଷ୍ମୀବିହୀନତା, ଲକ୍ଷ୍ମୀହୀନତା—ବି)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଲକ୍ଷ୍ମୀ+ବିହୀନ)[ସମ୍ପାଦନା]

୧. ଶ୍ରୀହୀନ; ଶୋଭାହୀନ —୧. Shorn of grace or beauty.
୨. ହତଭାଗ୍ୟ —୨. Unfortunate .
୩. ନିର୍ଧନ — ୩. Poor.