ଲକ୍ଷ୍ମୀ ସରସ୍ୱତୀ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ସରସ୍ୱତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଦ୍ୱନ୍ଦ୍ୱ; ଲକ୍ଷ୍ମୀ+ସରସ୍ୱତୀ)[ସମ୍ପାଦନା]

ବିଷ୍ଣୁଙ୍କର ଦୁଇ ପତ୍ନୀ; ସୌଭାଗ୍ୟର ଅଧିଷ୍ଠାତ୍ରୀ ଲକ୍ଷ୍ମୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ସରସ୍ୱତୀ —The two co—wives of Bishṇu, nemely the Goddess of wealth and the Goddess of learning.

[ଦ୍ରଷ୍ଟବ୍ୟ — ଏ ଦୁହେଁ ସପତ୍ନୀ ଥିବାରୁ ଏମାନଙ୍କ ମଧ୍ୟରେ ଆବହମାନ କାଳରୁ ସପତ୍ନୀସୁଲଭ ଈର୍ଷା ଓ ବିବାଦ ଚଳି ଆସୁଥିବା ପଣ୍ଡିତମାନେ କଳ୍ପନା କରି ଆସିଅଛନ୍ତି ଫଳତଃ ଦେଖାଯାଏ ଯେ, ସାଧାରଣତଃ ଲକ୍ଷ୍ମୀପୁତ୍ର (ଧନୀ)ମାନେ ସରସ୍ୱତୀଙ୍କ ଅନୁଗ୍ରହ ଲାଭ କରନ୍ତି ନାହିଁ ଓସରସ୍ୱତୀ ପୁତ୍ର (ପଣ୍ଡିତ) ମାନେ ଲକ୍ଷ୍ମୀଙ୍କ ଅନୁଗ୍ରହ ପାଆନ୍ତି ନାହିଁ କ୍ୱିଚିତ୍ ଏହା ଦେଖା ଗଲେ ପଣ୍ଡିତମାନେ କହନ୍ତି ଯେ ତାଙ୍କଠାରେ ଲକ୍ଷ୍ମୀ ସରସ୍ୱତୀଙ୍କର ବିବାଦ ମେଣ୍ଟି ଯାଇଅଛି]