ଲକ୍ଷ୍ମୀ ସାଆନ୍ତାଣୀ
ଦେଖଣା
ଲକ୍ଷ୍ମୀ ସାଆନ୍ତାଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୀ ସାଆନ୍ତାଣୀ
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଲକ୍ଷ୍ମୀଠାକୁରାଣୀ —୧. Goddess Laksmī
- ୨. (ଆଦରୀର୍ଥ) ଲକ୍ଷ୍ମୀଙ୍କ ପରି ଦାତ୍ରୀ ଓ ସୁନ୍ଦରୀ ସ୍ତ୍ରୀ —୨. A munificent and beautiful. lady; a personification of Goddess Laksmī.
- ୩. (ବ୍ୟଙ୍ଗ୍ୟ)—ପତ୍ନୀ —୩. Wife.
- ୪. (ବ୍ୟଙ୍ଗ୍ୟ) ଗୃହିଣୀ; ଗୃହର କର୍ତ୍ତା — ୪. The mostress of a house; housewife.