ଲକ୍ଷ୍ମୀ ସ୍ୱଭାବା
- ରୋ.ଟ୍ରା. — Laksmī swabhābā
- ଆଇ.ପି.ଏ. — lˈʌkʰkʰmi dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo bʰˈɔ ˈakaɾ bˈɔ ˈakaɾ
ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବହୁବ୍ରୀହି; ଲକ୍ଷ୍ମୀ+ସ୍ୱଭାବ)
[ସମ୍ପାଦନା]
ଲକ୍ଷ୍ମୀଙ୍କ ପରି ପ୍ରକୃତିବିଶିଷ୍ଟା ବା ଦାନଶୀଳା —(Woman) Magnanimous or munificent like Laksmī.