ଲକ୍ଷ୍ୟାଲକ୍ଷି

ଉଇକିଅଭିଧାନ‌ରୁ

ଲକ୍ଷ୍ୟାଲକ୍ଷି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

ପରସ୍ପରକୁ ଲାଖ କରିବା — Aiming mutually at each other.

(ଉ— ଘଟୋତ୍କଚ ଅଳମ୍ୱୁଷ ଦୁଇଟି ବୀରେ, ଲକ୍ଷ୍ୟାଲକ୍ଷ୍ୟି ହୋଇଣ ଯୁଝିଲେ ରୋଷରେ —କୃଷ୍ଣସିଂହ ମହାଭାରତ, ଦ୍ରୋଣ]