Jump to content

ଲକ୍ଷ୍ୟାଲକ୍ଷ୍ୟି

ଉଇକିଅଭିଧାନ‌ରୁ

ଲକ୍ଷ୍ୟାଲକ୍ଷ୍ୟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ -

[ସମ୍ପାଦନା]

ପରସ୍ପରକୁ ଲାଖ କରିବା — Aiming mutually at each other.

(ଉ— ଘଟୋତ୍କଚ ଅଳମ୍ୱୁଷ ଦୁଇଟି ବୀରେ, ଲକ୍ଷ୍ୟାଲକ୍ଷ୍ୟି ହୋଇଣ ଯୁଝିଲେ ରୋଷରେ —କୃଷ୍ଣସିଂହ ମହାଭାରତ, ଦ୍ରୋଣ]