ଲକ୍ଷ୍ୟ ବେଧୀ

ଉଇକିଅଭିଧାନ‌ରୁ

ଲକ୍ଷ୍ୟ ବେଧୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଲକ୍ଷ୍ୟଭେଦୀ—ଅନ୍ୟରୂପ]

ସଂସ୍କୃତ - ବିଶେଷଣ - ପୁଂ— (ଲକ୍ଷ୍ୟ+ବ୍ୟଧ ଧାତୁ+କର୍ତ୍ତୃ. ଇନ୍୧ମା. ୧ବ)[ସମ୍ପାଦନା]

ଯେ ଲକ୍ଷ୍ୟ ଭେଦ କରେ; ଉଡ଼ୁଥିବା ବା ଚଳୁଥିବା ବସ୍ତୁ ବା ଜୀବକୁ ଲକ୍ଷ୍ୟ କରି ଯେ ଶର ଆଦି ମାରି ପାରେ —A ble to shoot at a target with success; capable hitting at a moving thing.