ଲକ୍ କିପର୍

ଉଇକିଅଭିଧାନ‌ରୁ

ଲକ୍ କିପର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଇଂରାଜୀ - ଲକ୍କୀପର୍)[ସମ୍ପାଦନା]

କେନାଲ୍ ଲକ୍ରେ ନୌକାମାନଙ୍କୁ ପାର ଉତ୍ତାର କରାଇ ନୌକାଧ୍ୟକ୍ଷ ମାନଙ୍କଠାରୁ ମାସୁଲ ଆଦାୟ କରିବା କାର୍ଯ୍ୟରେ ନିଯୁକ୍ତ କର୍ମଚାରୀ —Lock keeper.