ଲକ୍ ଖଲାସି

ଉଇକିଅଭିଧାନ‌ରୁ

ଲକ୍ ଖଲାସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଇଂରାଜୀ - ଲକ୍+ଆ, ଖଲାସ)[ସମ୍ପାଦନା]

ଲକ୍ ପୋଲର କବାଟମାନଙ୍କୁ ବନ୍ଦ କରି ଓ ଫିଟାଇ ତହିଁ ମଧ୍ୟରେ ନୌକା ଆଦିକୁ ପୁରାଇ ବାହାର କରି ଦେବା ପାଇଁ ନିଯୁକ୍ତ ଚାକର — Menial servants eugaged in a lock.