ଲକ୍ ମାସୁଲୁ

ଉଇକିଅଭିଧାନ‌ରୁ

ଲକ୍ ମାସୁଲୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଲକ୍ମାଆ (ହା)ସୁଲ୍ (ଲୁ)—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲକ୍ ଓ ଫାରାସୀ - ମହଶୁଲ୍)[ସମ୍ପାଦନା]

କେନାଲରେ ନିର୍ମିତ 'ଲକ' (ପୋଲା)କୁ ନୌକା ପାରିହେବା ପାଇଁ କେନାଲର ମାଲିକକୁ ନୌକାଧ୍ୟକ୍ଷଙ୍କ ଦେବା ଶୁଳ୍ମ ବା କର — Tollage realised at the lock of canals from boat owners.