ଲଖା ଲଖି

ଉଇକିଅଭିଧାନ‌ରୁ

ଲଖା ଲଖି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି ଓବିଶେଷଣ -[ସମ୍ପାଦନା]

(ସଂସ୍କୃତ - ଲଖ୍ୟ)—ପରସ୍ପରରେ ବିନ୍ଧାବିନ୍ଧି ହେବା —Aiming at each other

[ଉ— ଭୀଷ୍ମ ଅରଜୁନ ଶର ଯେ ଲଖା ଲଖି ହୁଅନ୍ତେ ରଜାଏ ଗର୍ଜିଲେ ହୋଇ ସୁଖୀ— କୃଷ୍ଣସିଂହ ମହାଭାରତ ଭୀଷ୍ମ]