ଲଖେଇବା
ଦେଖଣା
ଲଖେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଖେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲକ୍ଷ୍ୟ କରିବା — To aim at.
[ଉ— ବିନ୍ଧିଲେ କାଣ୍ଡ ପର ସେନାକୁ ଲଖାଇ—କୃଷ୍ଣସିଂହ ମହାଭାରତ.ବନ]
- ୨. (ଲାଖିବା କ୍ରିୟାର ଣିଜନ୍ତ ରୂପ, କୌଣସି ବସ୍ତୁକୁ କୌଣସି ପଦାର୍ଥରେ ବା ସ୍ଥାନରେ ସଂଲଗ୍ନ କରାଇବା —୨. To cause to stick.