ଲଗଉତି

ଉଇକିଅଭିଧାନ‌ରୁ

ଲଗଉତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଲଗାଉତି ଲଗୁତି ଲଗୌତି ଅନ୍ୟରୂପ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦିନମୁଲିଆ —୧. A day labourer.
୨. କୌଣସି କାର୍ଯ୍ୟରେ ମୁଲିଆଙ୍କୁ ଦିଆଯିବା ମୂଲର ପରିମାଣ —୨. Amount of wages paid to day labourers in connection with a work.

(ଯଥା —ଏ ଘର ତିଆରି କରିବାକୁ କାଠ ବାଉଁଶ ଆଦି ୫ ଟଙ୍କା ଓ ଲଗଉତି ୩ଟଙ୍କା ଲାଗିଲା

୩. ବ୍ୟୟ; ଖରଚ — ୩. Expense; cost.