ଲଗାଇ

ଉଇକିଅଭିଧାନ‌ରୁ

ଲଗାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ଲଗାଏତ୍ — (ଦେଖ) - — ୧. Lagāet (See)
୨. ମିଶାଇ —୨. By joining together; including.

[ଉ— ତାକୁ ଲଗାଇ ତିନି ପ୍ରାଣୀ— ଫକୀରମୋହନ ଛମାଣ ଆଠଗୁଣ୍ଠ]